ହାଇଦ୍ରାବାଦ: ପ୍ରିୟଙ୍କା ଚୋପ୍ରା ସେୟାର କରିଛନ୍ତି ଲାଇଫର 5ଟି ଲେସନ । ଆମେରିକା ମାଗାଜିନ ‘ଇନଷ୍ଟାଇଲ’ ପାଇଁ ନିକଟରେ ଫଟୋସୁଟ କରାଇଥିଲେ ଦେଶୀ ଗାର୍ଲ । ମାଗାଜିନର ଲୁକ ସହ ମ୍ୟାଚ କଲା ଭଳି ଅଲଗା ଅଲଗା ଲେସନ ଦେଇଛନ୍ତି ପ୍ରିୟଙ୍କା ।
ଦେଶୀ ଗାର୍ଲ ଶିଖେଇଲେ 5 ଲାଇଫ ଲେସନ, ଦେଖନ୍ତୁ ଭିଡିଓ - instyle
ପ୍ରିୟଙ୍କା ଚୋପ୍ରା ଶିଖାଇଲେ ଲାଇଫର 5ଟି ଲେସନ । ନିକଟରେ ମାଗାଜିନ ଫଟୋସୁଟ ସମୟର ଭିଡିଓ ସେୟାର କରିଛନ୍ତି ଦେଶୀ ଗାର୍ଲ । ଏଥିରେ ପ୍ରିୟଙ୍କା ସେୟାର କରିଛନ୍ତି ଲାଇଫ ଲେସନ ।
ଫଟୋ ସୌଜନ୍ୟ: ଟ୍ବିଟର/@priyankachopra
ପ୍ରିୟଙ୍କା ବିଭିନ୍ନ ଆଉଟଫିଟର ଭିଡିଓ ସେୟାର କରିଛନ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭିଡିଓରେ ପ୍ରିୟଙ୍କା ଅଲଗା ଅଲଗା ଆଉଟଫିଟ ପରିବର୍ତ୍ତନ କରିଥିଲେ ।
ନିକଟରେ ବ୍ୟାକଲେସ ଶାଢୀ ପାଇଁ ଟ୍ରୋଲ ହୋଇଥିଲେ ପ୍ରିୟଙ୍କା । ମାତ୍ର ତାଙ୍କ ସମର୍ଥନରେ ବାହାରିଥିଲେ ଡିଜାଇନର ତାହିଲାନି । ପ୍ରକାଶଥାଉକି, ପ୍ରିୟଙ୍କା ନିକଟରେ ‘ଦି ସ୍କାଏ ଇଜ ପିଙ୍କ’ର ସୁଟିଂ ସାରିଛନ୍ତି ।