ଓଡିଶା

odisha

ETV Bharat / sitara

ଝିଅର ମା' ହେବାକୁ ଚାହୁଁଥିଲେ ମଲାଇକା

ନିକଟରେ ଡାନ୍ସ ରିୟାଲିଟି ଶୋ ‘ସୁପର ଡାନ୍ସ ଚାପ୍ଟର 4’ରେ ଅତିଥି ରୂପେ ନଜର ଆସିଥିଲେ ମଲାଇକା ଅରୋରୋ । ଆଉ ସମସ୍ତଙ୍କୁ ଜଣାଇଥିଲେ ନିଜ ମନ କଥା । ଅଧିକ ପଢନ୍ତୁ...

ଝିଅର ମା' ହେବାକୁ ଚାହୁଁଥିଲେ ମଲାଇକା
ଝିଅର ମା' ହେବାକୁ ଚାହୁଁଥିଲେ ମଲାଇକା

By

Published : May 8, 2021, 10:59 AM IST

ମୁମ୍ବାଇ:ବଲିଉଡର ସେକ୍ସି ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜ ଷ୍ଟାଇଲିସ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି । ହେଲେ ଇତିମଧ୍ୟରେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । କାରଣ ସେ କହିଛନ୍ତି ଯେ ସେ ସବୁବେଳେ ଝିଅର ମା' ହେବାକୁ ଇଚ୍ଛା କରିଆସୁଥିଲେ । ଯାହାଙ୍କ ସହ ସେ ନିଜ ଜୀବନର ସବୁକିଛି ସେୟାର କରିପାରିଥାଆନ୍ତେ । ନିକଟରେ ଡାନ୍ସ ରିୟାଲିଟି ଶୋ ‘ସୁପର ଡାନ୍ସ ଚାପ୍ଟର 4’ରେ ଅତିଥି ରୂପେ ସାମିଲ ଏହି କଥାର ଖୁଲାସା କରିଥିଲେ ସେ । ଦେଖନ୍ତୁ ଭିଡିଓ...

ଝିଅର ମା' ହେବାକୁ ଚାହୁଁଥିଲେ ମଲାଇକା

ABOUT THE AUTHOR

...view details