ଓଡିଶା

odisha

ETV Bharat / sitara

୭ମାସ ପରେ ସୁଟିଂକୁ ଫେରିଲେ ବେବୋ, ଇନଷ୍ଟାରେ ସେୟାର କଲେ ଫଟୋ

ଆଗକୁ ପରଦା ଉପକୁ ଆସିବାକୁ ଯାଉଛି ବହୁପ୍ରତିକ୍ଷିତ ଫିଲ୍ମ 'ଲାଲ ସିଂ ଚଡ୍ଡା' । ସୁଟିଂ ସେଟକୁ ଫେରିଲେ କରିନା । ଅଧିକ ପଢନ୍ତୁ...

By

Published : Sep 12, 2021, 2:19 PM IST

ଦିର୍ଘ ୭ମାସ ପରେ ସୁଟିଂ ସେଟକୁ ଫେରିଲେ ବେବୋ, ଇଷ୍ଟାଗ୍ରାମରେ କଲେ ଫଟୋ ସେୟାର
ଦିର୍ଘ ୭ମାସ ପରେ ସୁଟିଂ ସେଟକୁ ଫେରିଲେ ବେବୋ, ଇଷ୍ଟାଗ୍ରାମରେ କଲେ ଫଟୋ ସେୟାର

ମୁମ୍ବାଇ: ଆଗକୁ ପରଦା ଉପକୁ ଆସିବାକୁ ଯାଉଛି ବହୁପ୍ରତିକ୍ଷିତ ଫିଲ୍ମ 'ଲାଲ ସିଂ ଚଡ୍ଡା' । ଯେଉଁଥିରେ କି ସେ ମୁଖ୍ୟ ଚରିତ୍ରରେ ନଜର ଆସିବେ କରିନା କାପୁର ଖାନ୍ । ତେବେ କୋରୋନା ଯୋଗୁଁ ଏହାର ସୁଟିଂ ବନ୍ଦ ଥିବା ବେଳେ ପୁଣି ଥରେ ଆରମ୍ଭ ହୋଇଛି । ଏନେଇ ଦୀର୍ଘ ୭ ମାସ ପରେ ସୁଟିଂ ସେଟକୁ ଫେରିଛନ୍ତି ବଲିଉଡ ବେବୋ ଆକ୍କା କରିନା କପୁର ଖାନ । ସେ ତାଙ୍କ ଦ୍ବିତୀୟ ପୁତ୍ରକୁ ଜନ୍ମ ଦେବା ପୂର୍ବରୁ ସମସ୍ତ ସୁଟିଂ ବନ୍ଦ ରଖିଥିଲେ । ତେବେ ସୁଟିଂ ସେଟକୁ ବ୍ୟାକ କରିବା ପରେ କିଛି ଫଟୋ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି କରିନା । ଯେଉଁଥିରେ ଦେଖିବାକୁ ମିଳିଛି ଯେ କରିନା ସୁଟିଂ ପାଇଁ ମେକଅପ ନେଉଛନ୍ତି ଏବଂ ମେକଅପ ପରେ ମଧ୍ୟ ଏକ ଫଟୋରେ ନିଜ ମେକଅପ ସାଥି ମାନଙ୍କ ବ୍ୟାକ ଉଇଥ ମାଇଁ ଲଭସ କ୍ୟାପସନ ଲେଖି ସେୟାର କରିଛନ୍ତି । ଏବଂ ଆଉ ଏକ ଫଟୋରେ ଫିଲ୍ମର ନା ଲେଖିଛନ୍ତି ।

ଦିର୍ଘ ୭ମାସ ପରେ ସୁଟିଂ ସେଟକୁ ଫେରିଲେ ବେବୋ, ଇଷ୍ଟାଗ୍ରାମରେ କଲେ ଫଟୋ ସେୟାର

ନିର୍ଦ୍ଦେଶକ ଅଦଭେଦ ଚନ୍ଦନଙ୍କ ନିର୍ଦ୍ଧେଶିତ ଫିଲ୍ମ 'ଲାଲ ସିଂ ଚଡ୍ଡା'ରେ କରିନା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କ ସହ ନଜର ଆସିବେ ଅମିର ଖାନ । ଏହି ଫିଲ୍ମର ଅଧିକାଂଶ ସୁଟିଂ ପଞ୍ଜବ ଏବଂ ଲଦାଖରେ କରାଯାଉଛି । ଆସନ୍ତା ଡିସେମ୍ବର ଖ୍ରୀଷ୍ଟମାସ ରେ ଏହି ଫିଲ୍ମ ରିଲିଜ ହେବା ନେଇ ଯୋଜନା କରାଯାଉଛି । ପ୍ରକାଶ ଥାଉକି ଆମୀରଙ୍କ ଏହି ଫିଲ୍ମଟି ହଲିଉଡର ଫେମସ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ।

ଦିର୍ଘ ୭ମାସ ପରେ ସୁଟିଂ ସେଟକୁ ଫେରିଲେ ବେବୋ, ଇଷ୍ଟାଗ୍ରାମରେ କଲେ ଫଟୋ ସେୟାର

@ANI

ABOUT THE AUTHOR

...view details