ଓଡିଶା

odisha

ETV Bharat / sitara

33ରେ ପାଦ ଦେଲେ ସୋନମ

ଅଭିନେତ୍ରୀ ସୋନମ କପୁର ଆହୁଜା ପାଳନ କରୁଛନ୍ତି ନିଜର 33ତମ ଜନ୍ମଦିନ । ଏହି ଅବସରରେ ସୋସିଆନ ମିଡିଆରେ ମିଳିଛି ସ୍ପେଶାଲ ବର୍ଥଡେ ୱିଶ ।

By

Published : Jun 9, 2019, 12:17 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: 33 ବର୍ଷରେ ପାଦ ଦେଇଛନ୍ତି ମସକକଲି ସୋନମ କପୁର ଆହୁଜା। ପରିବାର ସହ ଜନ୍ମଦିନ ପାଳନ କରୁଛନ୍ତି ସୋନମ । ଏହି ଅବସରରେ ସୋନମଙ୍କ ପତି ଆନନ୍ଦ ଆହୁଜା ପତ୍ନୀଙ୍କୁ ଦେଇଛନ୍ତି ସ୍ପେଶାଲ ଶୁଭେଚ୍ଛା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/anandahuja

ସୋନମଙ୍କୁ ‘ଗର୍ଲଫ୍ରେଣ୍ଡ ଫରଏଭର’ ବୋଲି ସମ୍ବୋଧିତ କରିଛନ୍ତି । ଗତବର୍ଷ ସୋନମ ଓ ଆନନ୍ଦ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆନନ୍ଦ ନିଜ ରିସେପ୍ସନରେ ଏକ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/anilskapoor

ଭଉଣୀ ରିୟା କପୁରଙ୍କ ସହ ପିତା ଅନିଲ କପୁର ମଧ୍ୟ ସୋନମଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/rheakapoor

ABOUT THE AUTHOR

...view details