ଓଡିଶା

odisha

By

Published : Sep 8, 2019, 9:27 PM IST

ETV Bharat / sitara

ଜାପାନରେ ରିଲିଜ ହେବ ‘ଗଲିବଏ’

ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନିତ ଫିଲ୍ମ ‘ଗଲିବଏ’ ଅକ୍ଟୋବରରେ ଜାପାନରେ ରିଲିଜ ହେବ । ସୂଚନା ଦେଲେ ରଣବୀର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଅକ୍ଟୋବରରେ ଜାପାନରେ ରିଲିଜ ହେବ ଫିଲ୍ମ ‘ଗଲିବଏ’ । ଏହି ସୂଚନା ଦେଇଛନ୍ତି ଅଭିନେତା ରଣବୀର ସିଂହ । ଏହି ଖବରକୁ ନେଇ ଉତ୍ସାହିତ ରଣବୀର । ଫିଲ୍ମରେ ରଣବୀରଙ୍କୁ ରାପର ଭୂମିକାରେ ଦେଖିବାକୁ ମିଳିବ ।

ଏହା ଏକ ଗର୍ବର ବିଷୟ ଓ ମୁଁ ଏହି ଫିଲ୍ମରେ କାମ କରି ଖୁସି ବୋଲି କହିଛନ୍ତି ବଲିଉଡ ବାଜିରାଓ । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଜୋୟା ଅଖତର । ଏହାସହ ସପୋର୍ଟିଂ ଲୋକ ଚରିତ୍ରରେ କାଲକି କୋଚିଲିନ୍, ବିଜୟ ରାଜ୍, ସିଦ୍ଧାନ୍ତ ଚତୁର୍ବେଦୀ ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details