ଓଡିଶା

odisha

ETV Bharat / sitara

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ନିକଟରେ ପ୍ରଶଂସକମାନେ ସୋସିଆଲ ମିଡିଆ ମାଧ୍ୟମରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ପ୍ରାର୍ଥନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jul 12, 2020, 8:00 PM IST

fans pray for aishwarya and aaradhya bachchans speedy recovery after they test positive for covid 19
ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଏ ଖବର ଆସିବା ପରେ ସାରା ଦେଶରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସମସ୍ତେ । ନିକଟରେ ପ୍ରଶଂସକମାନେ ସୋସିଆଲ ମିଡିଆ ମାଧ୍ୟମରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ପରିବାରର ଅବଶିଷ୍ଟ ସଦସ୍ୟ ଜୟା ବଚ୍ଚନ, ଶ୍ୱେତା ବଚ୍ଚନ ନନ୍ଦା ଏବଂ ତାଙ୍କ ସନ୍ତାନ ଅଗସ୍ତ୍ୟ ଏବଂ ନବ୍ୟା ନଭେଲିଙ୍କ କରୋନା ଟେଷ୍ଟ ନେଗେଟିଭ ବାହାରିଛି ।

ପ୍ରକାଶ ଥାଉ ଯେ, ତେବେ ପୁରା ବଚ୍ଚନ ପରିବାରର ଆରୋଗ୍ୟ କାମନା କରିଛି ସାରା ଦେଶ । ନେତା, ଅଭିନେତା ଟ୍ବିଟ କରି ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

For All Latest Updates

ABOUT THE AUTHOR

...view details