ଓଡିଶା

odisha

ETV Bharat / sitara

ରାକ୍ଷୀଙ୍କୁ ଭାରି ପଡିଲା ଇଂରାଜୀ

ରାକ୍ଷୀଙ୍କ ଇଂରାଜୀ, ରାକ୍ଷୀଙ୍କ ଉପରେ ହିଁ ଭାରି ପଡିଛି । ଇଂରାଜୀ ବନାନରଭୁଲ କାରଣରୁ ରାକ୍ଷୀ ହେଇଛନ୍ତି ଟ୍ରୋଲ ।

By

Published : Jun 4, 2019, 1:31 PM IST

Updated : Jun 4, 2019, 1:44 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/rakhisawant2511

ହାଇଦ୍ରାବାଦ: ସବୁବେଳେ ଚର୍ଚ୍ଚାରେ ନିଜକୁ ରଖିବାକୁ ଚାହୁଁଥିବା ରାକ୍ଷୀ ସାୱନ୍ତ ଏବେ ନିଜ ଇଂରାଜୀ ପାଇଁ ଚର୍ଚ୍ଚାରେ । ନିକଟରେ ରାକ୍ଷୀ କାଫି ହଟ ଫଟୋସୁଟ କରେଇଥିବା ବେଳେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ପୋଷ୍ଟ କରିଛନ୍ତି ।

ଡିଜାଇନ ଫଟୋ

ଏହାସହ ଫଟୋର କ୍ୟାପସନ ଇଂରାଜୀରେ ଦେଇଥିଲେ ତେବେ ଏହାକୁ ନେଇ ୟୁଜର୍ସମାନେ ଅନେକ ଟ୍ରୋଲ କରିବା ସହ ମଜାକ ମଧ୍ୟ ଉଡେଇଛନ୍ତି । ଇଂରାଜୀ ବନାନରେ ଭୁଲ ଥିବା କାରଣରୁ ଥଟ୍ଟାର ଶିକାର ହୋଇଛନ୍ତି ରାକ୍ଷୀ ।

ତେବେ ରାକ୍ଷୀ ଆଗକୁ ଫିଲ୍ମ ଧାରା-370ରେ ନଜର ଆସିବେ । ଏହାସହ ବିଗବସ-13ରେ ମଧ୍ୟ ନଜର ଆସିପାରନ୍ତି । ପ୍ରକାଶ ଥାଉକି, ରାକ୍ଷୀଙ୍କୁ 2006ରେ ମଧ୍ୟ ବିଗବସରେ ଦେଖିବାକୁ ମିଳିଥିଲା ।

Last Updated : Jun 4, 2019, 1:44 PM IST

ABOUT THE AUTHOR

...view details