ଓଡିଶା

odisha

By

Published : Oct 28, 2019, 4:50 AM IST

ETV Bharat / sitara

ଦୀପାବଳି ପାଳିଲେ ଥୋର୍, ଦେଖନ୍ତୁ ଭିଡିଓ

ଭାରତୀୟ ସଂସ୍କୃତିକୁ ବରାବର ପାଳନ କରିଛନ୍ତି ଥୋର୍ । ଭାରତରେ ରହି ଦୀପାବଳି ପାଳନ କରିଛନ୍ତି ଚେରିସ ହେମ୍ସୱୋର୍ଥ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ହଲିଉଡ ଅଭିନେତା ଚେରିସ ହେମ୍ସୱର୍ଥ ବର୍ତ୍ତମାନ ଭାରତରେ । ଆଭେଞ୍ଜର୍ସରେ ‘ଥୋର୍’ ଭୂମିକାରେ ନଜର ଆସିଥିବା ଚେରିସ୍ ଭାରତରେ ଦୀପାବଳି ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଦୀପାବଳିର ଶୁଭେଚ୍ଛା ଦେବା ସହ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି ଥୋର୍ ।

ଭିଡିଓରେ ରଣଦୀପ ହୁଡ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଦୁଇ ଅଭିନେତା ନେଟଫ୍ଲିକ୍ସର ଏକ ସିରିଜ ‘ଢାକା’ ପାଇଁ ସୁଟିଂ କରୁଛନ୍ତି । ଅଣ୍ଡରୱାଲ୍ଡର ହତିଆର ବ୍ୟାପାରୀଙ୍କୁ ନେଇ ଏହି କାହାଣୀ । ଏଥିରେ ଡ୍ୟାଭିଡ ହାର୍ବର, ପ୍ରିୟାଂଶୁ ପେନୟୁଲି ଓ ନବାଗତା ରୁଦ୍ରାକ୍ଷ ଜୈସୱାଲଙ୍କୁ ଦେଖିବାକୁ ମିଳିବ ।

ABOUT THE AUTHOR

...view details