ଓଡିଶା

odisha

ETV Bharat / sitara

ଭେଣ୍ଟିଲେଟରରେ ସୌମିତ୍ର ଚାଟାର୍ଜୀଙ୍କ ହେବ ଡାଏଲିସିସ୍

ଲୋକପ୍ରିୟ ଅଭିନେତା ସୋମିତ୍ର ଚାଟାର୍ଜୀ କୋରୋନା ସଂକ୍ରମଣରୁ ମୁକ୍ତ ହେବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଅଧିକ ପଢନ୍ତୁ...

By

Published : Oct 28, 2020, 6:33 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କୋଲକାତା: ବଙ୍ଗଳା ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡିବାରୁ ତାଙ୍କୁ ନିକଟରେ ମିଣ୍ଟୋ ପାର୍କର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗତ 48 ଘଣ୍ଟାରୁ ସ୍ଥିର ରହିଛି।

ସ୍ବାସ୍ଥ୍ୟା ବିଗିଡି ନାହିଁ, ରକ୍ତସ୍ରାବ ବନ୍ଦ ଅଛି, ହେମୋଗ୍ଲୋବିନ ଓ ଅନ୍ୟାନ୍ୟା ପାରାମିଟର ଗୁଡିକ ସ୍ଥିର ଅଛି । ବୃକକ କାମ କରୁ ନଥିବାରୁ ନେଫ୍ରୋଲୋଜିଷ୍ଟଙ୍କ ଟିମ ଦୁଇ କିମ୍ବା ତିନୋଟି ଏପିସୋଡ ଡାଏଲିସିସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି ।

ପ୍ରକାଶ ଥାଉକି ନିକଟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସୂଚନା ଦେଇ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ, ‘ଚାଟାର୍ଜୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କୁ ବାରମ୍ବାର ଅକ୍ସିଜେନର ଆବଶ୍ୟକ ପଡୁଛି।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details