ଓଡିଶା

odisha

ETV Bharat / sitara

ଟେଲିଫୋନ ଟାୱାରରେ ଚଢି ଆତ୍ମହତ୍ୟାର ଧମକ ଦେଲେ ପ୍ରଭାସଙ୍କ ଫ୍ୟାନ

ମୋବାଇଲ ଟାୱାର ଉପରେ ଚଢିଲେ ପ୍ରଭାସଙ୍କ ଫ୍ୟାନ। ଆତ୍ମହତ୍ୟାର ଦେଲେ ଧମକ। ପ୍ରଭାସଙ୍କୁ ଦେଖା କରିବାକୁ କରିଲେ ଜିଦି ।

By

Published : Sep 11, 2019, 10:14 PM IST

ଫଟୋ ସୌଜନ୍ୟ: ଇନଷ୍ଚାଗ୍ରାମ


ହାଇଦ୍ରାବାଦ: ‘ସାହୋ’ ଅଭିନେତା ପ୍ରଭାସଙ୍କ ଫ୍ୟାନ ସଂଖ୍ୟା ଢେର ଅଧିକ । ବାହୁବଳୀର ଜବରଦସ୍ତ ସଫଳତା ପରେ ପ୍ରଭାସଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢିଯାଇଛି । ସାହୋ ରିଲିଜ ପରଦିନ ଜଣେ ଫ୍ୟାନ ପୋଷ୍ଟର ଲଗାଉଥିବା ବେଳେ ତାର ବିଦ୍ୟୁତ ସମ୍ପର୍କରେ ଆସି ପ୍ରାଣ ହରାଇଥିଲେ । ତେବେ ପୁଣି ଏପରିକି ଏକ ଘଟଣା ଦେଖିବାକୁ ମିଳିଛି ।

ତେଲେଙ୍ଗାନାର ଜଙ୍ଗମରେ ପ୍ରଭାସଙ୍କ ଜଣେ ଫ୍ୟାନ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟାର ଧମକ ଦେଇଛନ୍ତି। ଯଦି ପ୍ରଭାସଙ୍କ ସହ ତାଙ୍କର ସାକ୍ଷାତକାର ନ ହୁଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ପରେ ସାକ୍ଷାତ କରିବାର ପ୍ରତିଶୃତି ମିଳିବା ପରେ ଟାୱାର ସେ ତଳକୁ ଓହ୍ଲାଇଥିଲେ।

ABOUT THE AUTHOR

...view details