ଦୁଃଖୀରଙ୍କିଙ୍କ ସାହା ସୋନୁ ସୁଦ: ଟିକେ ଝଲକ ପାଇଁ ଜମୁଛି ପ୍ରଶଂସକଙ୍କ ଭିଡ
ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ ଗତ ବର୍ଷରୁ ଦେଶବାସୀଙ୍କ ସେବା କରିଆସୁଛନ୍ତି । କୋରୋନା କାଳରେ ସେ ଦେଶବାସୀଙ୍କ ଭଗବାନ ସାଜି କ୍ରମାଗତ ସେବାରେ ଲାଗିଛନ୍ତି । ଚଳତି ବର୍ଷ ମଧ୍ୟ ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି ସେ । ସୋସିଆଲ ମିଡିଆରେ ଅଭାବୀ ଲୋକଙ୍କ ଦୁଃଖ ଦେଖି ସେ ନିଜ ଟିମ ସହ ବାହାରିପଡୁଛନ୍ତି ସାହାଯ୍ୟ ଓ ସହଯୋଗ କରିବା ପାଇଁ । ଏବେ ସେ ଲୋକଙ୍କୁ ଡାକ୍ତରଖାନାରେ ଶର୍ଯ୍ୟା, ଅମ୍ଳଜାନ ଓ ଔଷଧ ଯୋଗାଉ ଥିବାର ନଜର ଆସୁଛନ୍ତି । ସେପଟେ ତାଙ୍କର ଝଲକ ଦେଖିବା ପାଇଁ ତାଙ୍କ ମୁମ୍ବାଇ ଆପାର୍ଟମେଣ୍ଟ ପାଖରେ ଜମୁଛି ପ୍ରଶଂସକଙ୍କ ଭିଡ ।
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ