ଓଡିଶା

odisha

ETV Bharat / sitara

କୋରୋନାରେ ଆକ୍ରାନ୍ତ ପୃଥୀରାଜ ସୁକୁମାରନ୍

ଅଭିନେତା ପୃଥୀରାଜ ସୁକୁମାରନ୍ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Oct 20, 2020, 4:45 PM IST

Updated : Oct 20, 2020, 5:06 PM IST

Actor Prithviraj Sukumaran tested covid positive
କୋରୋନାରେ ଆକ୍ରାନ୍ତ ପ୍ରିଥିରାଜ ସୁକୁମାରନ୍

କୋଚି: ଅଭିନେତା ପୃଥୀରାଜ ସୁକୁମାରନ୍ କୋରୋନା ପଜିଟିଭ ବୋଲି ଜଣାପଡିଛି ।

ଡିଜୋ ଜୋସ ଆଣ୍ଟୋନିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜନଗନମନର ସୁଟିଂ ବେଳେ ଚଳଚ୍ଚିତ୍ରର ସମସ୍ତ କ୍ରୁଙ୍କ ସହିତ ପୃଥୀରାଜଙ୍କ ମଧ୍ୟ କୋରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟରେ ପୃଥୀରାଜଙ୍କ କୋରୋନା ପଜିଟିଭ ବାହାରିଥିଲା । ପୃଥୀରାଜ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ପୃଥୀରାଜ ନିଜେ ସୋସିଆଲ ମିଡିଆରେ ଏହି ଖବର ସେୟାର କରି ହୋମ କ୍ବାରେଣ୍ଟାଇନରେ ରହିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 20, 2020, 5:06 PM IST

ABOUT THE AUTHOR

...view details