ଓଡିଶା

odisha

ETV Bharat / sitara

ମହାମାରୀ ବେଳେ ପେଣ୍ଟିଂରେ ଅଭାବୀଙ୍କ ସ୍ଥିତି ଦର୍ଶାଇଲେ ଅଭୟ

ଲକଡାଉନ ସମୟରେ ଅଭୟ ଦେଓଲ ପେଣ୍ଟିଂ କରି ତାଙ୍କର ସମୟ ବିତାଉଛନ୍ତି । ଅଭୟ ପେଣ୍ଟିଂ ମାଧ୍ୟମରେ କହିଛନ୍ତି ଯେ, ମୁଁ ଏହି ପେଣ୍ଟିଂ ଦ୍ବାରା ସେହି ଲୋକମାନଙ୍କର ସ୍ଥିତି ଦେଖାଉଛନ୍ତି ଯେଉଁମାନେ ବର୍ତ୍ତମାନ ଏହି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆହୁରି ପଢନ୍ତୁ...

abhay deol drawing depicts condition of poor needy amid covid 19
ମହାମାରୀ ସମୟରେ ପେଣ୍ଟିଂ ମାଧ୍ୟମରେ ଅଭାବି ଲୋକଙ୍କ ସ୍ଥିତି ଦର୍ଶାଇଲେ ଅଭୟ

By

Published : Apr 22, 2020, 4:55 PM IST

ମୁମ୍ବାଇ: କୋଭିଡ -19 ରୋକିବା ପାଇଁ ଚାଲୁଥିବା ଲକଡାଉନରେ ସମୟ ଅତିବାହିତ କରିବାକୁ ଯାଇ ଅଭିନେତା ଅଭୟ ଦେଓଲ ପେଣ୍ଟିଂ କରୁଛନ୍ତି । ଏହି ସମୟରେ ଅଭୟ ଭିକ ମାଗୁଥିବା ଜଣେ ଗରିବ ମହିଳାଙ୍କ ଏକ ପେଣ୍ଟିଂ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଅଭୟ ଏହି ପେଣ୍ଟିଂ ମାଧ୍ୟମରେ କହିଛନ୍ତି ଯେ, ମୁଁ ଏହି ପେଣ୍ଟିଂ ଦ୍ବାରା ସେହି ଲୋକମାନଙ୍କର ସ୍ଥିତି ଦେଖାଉଛନ୍ତି ଯେଉଁମାନେ ବର୍ତ୍ତମାନ ଏହି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଅଭୟଙ୍କର ଏହି ପେଣ୍ଟିଂ ମାଧ୍ୟମରେ କରୋନାଭାଇରସ ଦ୍ବାରା ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ସ୍ଥିତିକୁ ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ, ଅଭୟ ଆହୁରି କହିଛନ୍ତି ଯେ, ଯେଉଁ ଦେଶରେ ମହାମାରୀ ସମୟରେ ଲୋକମାନେ ଘୃଣାଭାବ ବିସ୍ତାର କରୁଛନ୍ତି, ମୁଁ ଭାବୁଛି ଏହି ପରିସ୍ଥିତିରେ ଏ ମହିଳାଙ୍କର ପେଣ୍ଟିଂ ହିଁ ଉପଯୁକ୍ତ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details