ନିଜକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଟିପ୍ସ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରରେ ଥିବା ବିଭିନ୍ନ ରୋଗକୁ ଚୁଟକିରେ ଦୂର କରିବ । ଏହି ଦରକାରୀ ବସ୍ତୁଟି ହେଉଛି ଜୀରା , ଯାହା ଆପଣଙ୍କ ରୋଷେଇ ଘରେ ସର୍ବଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ...
ଦାନ୍ତବିନ୍ଧା ଓ ମୁଣ୍ତବିନ୍ଧା
ଅନେକ ସମୟରେ ମାଇଗ୍ରେନ ହେଉବା ଶୋଇବାରେ ଅନିୟମିତତା କାରଣରୁ ଆମର ମୁଣ୍ଡବିନ୍ଧା ହୋଇଥାଏ । ଯଦି ଆପଣ ଏହି ଅସୁବିଧାର ସାମ୍ନା ପ୍ରତ୍ୟେକ ଦିନ କରୁଛନ୍ତି ତେବେ କଳାଜୀରା ଓ ତେଲକୁ ମିଶ୍ରଣ କରି ମୁଣ୍ତରେ ମାଲିସ କରନ୍ତୁ । ଯାହା ଆପଣଙ୍କୁ ତୁରନ୍ତ ଆରାମ ଦେବ । ଯଦି ଦାନ୍ତ ବିନ୍ଧା ହେବ କିଛି କଳା ଜୀରା ତେଲକୁ ଗରମ ପାଣିରେ ପକାନ୍ତୁ ଯନ୍ତ୍ରଣା ଦୂରେଇ ଯିବ ।
ପେଟ ଯନ୍ତ୍ରଣା
ପେଟ ଯନ୍ତ୍ରଣା ହେଉଥିଲେ କଳା ଜୀରା ଏଥିରୁ ମୁକ୍ତି ଦେବ । ଯେପରି ଡାଇରିଆ, ଏସିଡିଟି, ପେଟ ଯନ୍ତ୍ରଣା, କୃମି ଇତ୍ୟାଦି। କୋଷ୍ଠକାଠିନ୍ୟ ସମୟରେ କିଛି କଳା ଜୀରା ଖାଇଦିଅନ୍ତୁ ମୁକ୍ତି ମିଳିବ।
ବ୍ରଣଦାଗ