ଓଡିଶା

odisha

ETV Bharat / lifestyle

ବିଶ୍ବର ପ୍ରଥମ ସ୍ମାର୍ଟଫୋନ OnePlus ନୋଡର ଫିଚର ଓ ସ୍ପେସିଫିକେସନ, AR ଇଭେଣ୍ଟରେ ହେଲା ଲଞ୍ଚ

OnePlus Nordରେ 6.44 ଇଞ୍ଚର ଫୁଲ ଏଚଡି ପ୍ଲସ ଏମୋଲେଡ ଡିସପ୍ଲେ ଲଗାଯାଇଛି । ପରଫରମାନ୍ସ ପାଇଁ ଏଥିରେ କ୍ବାଲକମ ର ସ୍ନାପଡ୍ରାଗନ 765G ପ୍ରୋସେସର ରହିଛି । ଏହାସହ 4115mAh ବ୍ୟାଟେରୀ ରହିଛି । ଅଧିକ ପଢନ୍ତୁ...

By

Published : Jul 22, 2020, 6:07 PM IST

ବିଶ୍ବର ପ୍ରଥମ ସ୍ମାର୍ଟଫୋନ OnePlus Nordର ଫିଚର ଓ ସ୍ପେସିଫିକେସନ, AR ଇଭେଣ୍ଟ ମାଧ୍ୟମରେ ଲଞ୍ଚ ହେଲା
ବିଶ୍ବର ପ୍ରଥମ ସ୍ମାର୍ଟଫୋନ OnePlus Nordର ଫିଚର ଓ ସ୍ପେସିଫିକେସନ, AR ଇଭେଣ୍ଟ ମାଧ୍ୟମରେ ଲଞ୍ଚ ହେଲା

ହାଇଦ୍ରାବାଦ: OnePlus Nord ସହିତ AR ଇଭେଣ୍ଟରେ OnePlus ear buds ମଧ୍ୟ ଲଞ୍ଚ କରାଯାଇଛି । ଏଥିରେ ଗ୍ରାଫିକ୍ସ କରିବାର ସ୍ପିଡ ସହ ଶୀଘ୍ର ଫଟୋ କ୍ଲିକ କରିବା, ଏବଂ ଆବଶ୍ୟକ ନଥିବା ଶବ୍ଦକୁ ଦୂର କରିବା ଏବଂ ଏହି ଫୋନର ଅନ୍ୟାନ୍ୟ ଫିଚର ଗୁଡିକ ବେଶ ଆକର୍ଷଣୀୟ ରହିଛି ।

ବିଶ୍ବର ପ୍ରଥମ ସ୍ମାର୍ଟଫୋନ OnePlus Nordର ଫିଚର ଓ ସ୍ପେସିଫିକେସନ, AR ଇଭେଣ୍ଟ ମାଧ୍ୟମରେ ଲଞ୍ଚ ହେଲା

OnePlus Nord କ୍ୟାମେରାରେ ଅପ୍ଟିକାଲ ଇମେଜ ଷ୍ଟାବିଲାଇଜେସନ ରହିଛି, ଯାହା ପ୍ରତ୍ୟେକ ଫଟୋରୁ ବ୍ଲର ଓ ସେକନେସ ହଟାଇ ଫଟୋକୁ କ୍ଲିୟର କରିବାରେ ସହାୟକ ହେବ । ଏହା 60 ସେକେଣ୍ଡରେ 4k ଫଟୋ ଉଠାଇବାର ସକ୍ଷମ ଅଟେ।

ବିଶ୍ବର ପ୍ରଥମ ସ୍ମାର୍ଟଫୋନ OnePlus Nordର ଫିଚର ଓ ସ୍ପେସିଫିକେସନ, AR ଇଭେଣ୍ଟ ମାଧ୍ୟମରେ ଲଞ୍ଚ ହେଲା

ସେହିପରି AR ଇଭେଣ୍ଟ, ଯାହା ଇଅରବଡ୍ସର ପୂର୍ବରୁ ସିଶୋଲ ବୁଲେଟ ସିରିଜ ଦ୍ବାରା ପ୍ରରିତ ଅଟେ । ଓ୍ବାନପ୍ଲସ ବଡ୍ସ ଲଞ୍ଚ କରାଯାଇଛି, ଯାହାର ମୂଲ୍ୟ 4,990 ରହିଛି ।

ବିଶ୍ବର ପ୍ରଥମ ସ୍ମାର୍ଟଫୋନ OnePlus Nordର ଫିଚର ଓ ସ୍ପେସିଫିକେସନ, AR ଇଭେଣ୍ଟ ମାଧ୍ୟମରେ ଲଞ୍ଚ ହେଲା

ଏହାର ଫିଚର-

ଏହି ଇଅରବଡ୍ସ ରେ 30 ଘଣ୍ଟା ଚାର୍ଜ ରଖିବାର କ୍ଷମତା ରହିଛି । ଏହା ବାହ୍ୟ ଶବ୍ଦକୁ ଭିତରକୁ ଆଣିବାକୁ ଦବନାହିଁ।

ଏହାକୁ 10 ମନିଟ ଚାର୍ଜ କଲେ ଆପଣ 10 ଘଣ୍ଟା ଶୁଣିପାରିବେ ।

13.4 ML ଡିପ ବାସ ପାଇଁ ଡାଇନାମିକ ଡ୍ରାଇଭର ଓ ଉତ୍ତମ ସାଉଣ୍ଡ ସହ IPX4 ଓ୍ବାଟର ରେଜିଷ୍ଟାଣ୍ଟ ରେଟିଙ୍ଗ ରହିଛି ।

ଏନେଇ କମ୍ପାନୀ ଟ୍ବିଟ କରି ଏହା ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିଛି ।

@oneplus. 20

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details