ଟୋକିଓ: ଜାପାନରେ ଭୂକମ୍ପ ଝଟକା । ଜାପାନର ଇବାରାକିରେ ଭୂକମ୍ପ ଝଟକା ଅନୂଭୁତ ହୋଇଛି । ଯାହାର ତିବ୍ରତା ୬.୨ ଥିବା ରେକର୍ଡ କରାଯାଇଛି । ଏନେଇ ଜାପାନର ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଜାପାନରେ ୬.୨ ତିବ୍ରତାର ଭୂକମ୍ପ
ଜାପାନର ଇବାରାକିରେ ଭୂକମ୍ପ ଝଟକା ଅନୂଭୁତ ହୋଇଛି । ଯାହାର ତିବ୍ରତା ୬.୨ ଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...
ଜାପାନର ଇବାରାକିରେ ୬.୨ ତିବ୍ରତାର ଭୂକମ୍ପ
ଜାପାନ ସମୟ ଅନୁଯାୟୀ ସକାଳ ୭ ଟା ୪୬ ସମୟରେ ଏବି ଭୂକମ୍ପ ହୋଇଥିବା ବେଳେ ଏହାର ଉତ୍ତର ଅକ୍ଷାଂଶ ୩୨.୨ ଡିଗ୍ରୀ ଓ ପୂର୍ବ ଦ୍ରାଘିମା ୧୩୮.୨ ଡିଗ୍ରୀ ରହିଥିବା ଜଣାପଡିଛି । ସେହିପରି ଏହାର ଗଭୀରତା ୪୫୦ କିଲୋମିଟର ହୋଇଥିବା ଜଣାପଡିଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ । ସୁନାମି ହେବା ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇନାହିଁ ।
@ANI