ଜାକର୍ତ୍ତା: ତୀବ୍ର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ଶନିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ପୂର୍ବ ପ୍ରଦେଶ ମାଲୁକୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା 5.9 ମ୍ୟାଗ୍ନିଚ୍ୟୁଡ ଏକ ରହିଥିବା ପାଣିପାଗ ବିଭାଗ ଏବଂ ଜିଓଫିଜିକ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ଶନିବାର ବିଳମ୍ବିତ ରାତି ପାଖାପାଖି 1:42 ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଯାହା ପ୍ରାତଃର ରାଜଧାନୀ ଏୱନର ଦକ୍ଷିଣରେ ଥିବା 163 କିମି ଦୂର ଏବଂ ଗଭୀର ସମୁଦ୍ରର 329 କିଲୋମିଟରରେ ଭୂମିକମ୍ପ ଅନୁଭୂତ ହୋଇଛି ।