ଓଡିଶା

odisha

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

ଆଫଗାନ ମିଡିଆ ଅନୁସାରେ ଶନିବାର ଦିନ ସକାଳେ ଏହି ଘଟଣା ଘଟିଥିବା ଜଣାପଡିଛି । ରାଷ୍ଟ୍ରପତି ଅସରଫ ଘାନିଙ୍କ ଜଣେ ସମ୍ପର୍କୀୟଙ୍କ ମୃତଦେହ ବାସଭବନରୁ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

By

Published : Jul 4, 2020, 10:03 PM IST

Published : Jul 4, 2020, 10:03 PM IST

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା
ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସମ୍ପର୍କୀୟଙ୍କୁ ଗୁଳି ମାଡ । ଶନିବାର ତାଙ୍କ ବାସଭବନରେ ଏହି ଘଟଣା ଘଟିଛି । ଏଠାରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ଆଫଗାନ ମିଡିଆ ଅନୁସାରେ ଶନିବାର ଦିନ ସକାଳେ ଏହି ଘଟଣା ଘଟିଥିବା ଜଣାପଡିଛି । ରାଷ୍ଟ୍ରପତି ଅସରଫ ଘାନିଙ୍କ ଜଣେ ସମ୍ପର୍କୀୟଙ୍କ ମୃତଦେହ ବାସଭବନରୁ ଉଦ୍ଧାର ହୋଇଛି । କାବୁଲସ୍ଥିତ ନିଜ ଘର ଭିତରେ ତାଙ୍କୁ କେହି ଗୁଳି କରି ହତ୍ୟା କରିଛି ।

ତେବେ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇବା ସହ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ହତ୍ୟାକାଣ୍ଡର କାରଣ ସମ୍ପର୍କରେ କୌଣସି ପ୍ରକାର ସୂଚନା ସ୍ପଷ୍ଟ ହୋଇନାହିଁ । ଏହା ଉପରେ ପୋଲିସ ଜେରା ଜାରି ରଖିଛି ।

ABOUT THE AUTHOR

...view details