ଓଡିଶା

odisha

ETV Bharat / international

ଟ୍ରକକୁ ଧକ୍କା ଦେଲା ବସ୍: 36 ମୃତ, 36 ଆହତ

ଶନିବାର ଚୀନର ପୂର୍ବ ଜିଆଙ୍ଗସୁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 36 ଜଣ ପ୍ରାଣ ହରାଇଥିବା ବେଳେ 36 ଜଣ ଗୁରୁତର ଆହତ ହୋଇଛନ୍ତି ।

By

Published : Sep 29, 2019, 9:29 AM IST

ଫାଇଲ ଫଟୋ

ବେଜିଂ: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 36 ଜଣ ପ୍ରାଣ ହରାଇଥିବା ବେଳେ 36 ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚୀନ୍ ର ପୂର୍ବ ଜିଆଙ୍ଗସୁରେ ।

ସୂଚନା ଅନୁଯାୟୀ, ଗତ ଶନିବାର ପୂର୍ବ ଜିଆଙ୍ଗସୁ ନିକଟରେ ଏକ ବସରେ 69 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେହି ସମୟରେ ବସର ଚକା ଫାଟିବା କାରଣରୁ ବସଟି ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ 36 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 36 ଜଣ ଗୁରୁତର ଆହତ ହୋଇଥିଲେ ।

For All Latest Updates

ABOUT THE AUTHOR

...view details