ଓଡିଶା

odisha

ETV Bharat / international

ନେପାଳରେ ଭୂମିକମ୍ପ

ଗୁରୁବାର ସକାଳ 8.14 ସମୟରେ ନେପାଳର ଭକ୍ତପୁର ଜିଲ୍ଲାର ଅନନ୍ତଲିଙ୍ଗେଶ୍ୱର ନିକଟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

earthquake
ନେପାଳରେ ଭୂମିକମ୍ପ

By

Published : May 21, 2020, 9:56 AM IST

କାଠମାଣ୍ଡୁ: ନେପାଳରେ ଭୂମିକମ୍ପ । ଗୁରୁବାର ସକାଳ 8.14 ସମୟରେ ନେପାଳର ଭକ୍ତପୁର ଜିଲ୍ଲାର ଅନନ୍ତଲିଙ୍ଗେଶ୍ୱର ନିକଟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

ତେବେ ଏହି ଭୂମିକମ୍ପର ତିବ୍ରତା ରିକ୍ଟର ସ୍ଲେଲ 3.4 ମାଗ୍ନିଚ୍ୟୁଡ ରେକର୍ଡ କରାଯାଇ ଥିବା ନେପାଳର ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛନ୍ତି ।

ABOUT THE AUTHOR

...view details