ଓଡିଶା

odisha

By

Published : Sep 16, 2019, 10:31 PM IST

ETV Bharat / international

ସାଉଦି ଆରବ ଆକ୍ରମଣ ଘଟଣା: ଇରାନକୁ ଧମକ ଦେଲେ ଟ୍ରମ୍ପ

ସାଉଦି ଆରବର ତୈଳ ବିଶୋଧନାଗାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଇରାନକୁ ଦେଖି ନେବେ ବୋଲି ଟ୍ରମ୍ପ କହିଛନ୍ତି ।

ଫାଇଲ ଫଟୋ


ୱାଶିଂଟନ: ସାଉଦି ଆରବର ତୈଳ ବିଶୋଧନାଗାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଇରାନକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଫଟୋ ସୌଜନ୍ୟ: ଟୁଇଟର/@realDonaldTrump

ଇରାନ ଗୋଟିଏ ଡ୍ରୋନକୁ ଗୁଳିମାରି ଖସାଇଥିଲା ଓ ଏହାପରେ ଡ୍ରୋନଟି ତାଙ୍କ ବାୟୁସୀମା ମଧ୍ୟରେ ଥିବା ସଫେଇ ଦେଇଥିଲା । ଯାହା ଏକ ବଡ ମିଛ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ସେମାନେ ଏବେ ସାଉଦି ଆରବ ଆକ୍ରମଣ ଘଟଣାରେ ସଂପୃକ୍ତ ନୁହନ୍ତି ବୋଲି କହିବେ । ଆମେ ସେମାନଙ୍କୁ ଦେଖିନେବୁ ବୋଲି ଟ୍ରମ୍ପ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ABOUT THE AUTHOR

...view details