ଓଡିଶା

odisha

ETV Bharat / international

ଆମେରିକାରେ ଗୁଳିକାଣ୍ଡ; 13 ମୃତ

ଆମେରିକାରେ ହୋଇଥିବା ଗୁଳିକାଣ୍ଡରେ 13 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10 ଆହତ ହୋଇଛି।

By

Published : Dec 22, 2019, 10:09 PM IST

PHOTO
ଆମେରିକାରେ ଗୁଳିକାଣ୍ଡ

ୱାସିଂଟନ: ପୁଣିଥରେ ଆମେରିକାରେ ଫୁଟିଛି ଗୁଳି । ଦେଶର ସୁରକ୍ଷିତ ତଥା ଶିକ୍ଷାର ସହର କୁହାଯାଉଥିବା ଚିକାଗୋରେ ହୋଇଛି ଭୟଙ୍କର ଗୁଳି ବର୍ଷଣ। ଏକ ଫ୍ୟାମିଲ ପାର୍ଟି ଚାଲିଥିବା ବେଳେ ଅଜଣା ଆତତାୟୀର ଗୁଳି ବର୍ଷଣରେ13 ଜଣ ନାଗରିକ ନିହତ ହୋଇଛନ୍ତି । ଏହାସହ ପ୍ରାୟ 10ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି।

କାହିଁକି କିଏ କେଉଁ ପରିସ୍ଥିତିରେ ଏପରି ନୃଶଂସ କାଣ୍ଡ ଭିଆଇଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ABOUT THE AUTHOR

...view details