ଓଡିଶା

odisha

ETV Bharat / elections

ଭୋଟ ଦେଇ ଜନ ପ୍ରତିନିଧି ବାଛୁଛନ୍ତି ଲୋକେ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି ୯ ପ୍ରାର୍ଥୀ । ଏପଟେ ଭୋଟ ଦେଇ ଜନ ପ୍ରତିନିଧି ବାଛୁଛନ୍ତି ଲୋକେ ।

By

Published : Apr 29, 2019, 4:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଚାଲିଛି ଅନ୍ତିମ ପର୍ଯ୍ୟାୟ ମହାସମର । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଭୋଟର । ବେଶ ଉତ୍ସାହର ସହିତ ଭୋଟ ଦେଉଛନ୍ତି ରାଇରଙ୍ଗପୁରବାସୀ । ସକାଳ ପହରୁ ଲମ୍ବା ଲାଇନରେ ଆସି ବହୁ ମୂଲ୍ୟ ଭୋଟ ଦେଇ ନିଜର ଜନ ପ୍ରତିନିଧିଙ୍କୁ ବାଛୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଏନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୨୫୩ ଓ ୨୫୪ ନଂ ବୁଥ ବାଦାମୀବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଛି ଭୋଟର ଭାଇ ଓ ଭଉଣୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।


ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details