ଓଡିଶା

odisha

ETV Bharat / elections

ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ କାଉଣ୍ଟ ଡାଉନ

ରାତି ପାହିଲେ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଟ 5ଟି ଲୋକସଭା ଓ 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବ ମତଦାନ।

By

Published : Apr 17, 2019, 7:33 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାତି ପାହିଲେ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଟ 5ଟି ଲୋକସଭା ଓ 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବ ମତଦାନ। ତେବେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ କିଛି ନିର୍ବାଚନ ମଣ୍ଡଳୀକୁ ମାଓ ଭୟ ରହିଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେହି ଅନୁସାରେ ମତଦାନ ସମୟରେ ପରିବର୍ତ୍ତନ କରାଯାଇଛି। ବରଗଡ଼ ସଂସଦୀୟ କ୍ଷେତ୍ରର ପଦ୍ମପୁର, ଭଟଲି, ସୁନ୍ଦରଗଡ଼ର ରଘୁନାଥପଲ୍ଲୀ, ବଣାଇ, ବଲାଙ୍ଗୀରର ପଟଣାଗଡ଼, କଣ୍ଟାବାଞ୍ଜି, କନ୍ଧମାଳର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସନ୍ଧ୍ୟା 4ଟା ସୁଦ୍ଧା ମତଦାନ ପ୍ରକ୍ରିୟା ଶେଷ ହେବ । ବାକି ସମସ୍ତ ନିର୍ବାଚନ ମଣ୍ଡଳୀରେ ସକାଳ 7ରୁ 6ଟା ଯାଏଁ ହେବ ମତଦାନ ଚାଲିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details