କଟକ: ଜିଲ୍ଲାର 6ଟି ବିଧାନସଭା ପାଇଁ ଆଜି(ମଙ୍ଗଳବାର) ନିର୍ବାଚନ ହେଉଛି । ତେବେ ଦିନ 11ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ସମୁଦାୟ 17 ପ୍ରତିଶତ ମତଦାନ ହୋଇଛି ।
କଟକରେ ଦିନ 11ଟା ସୁଦ୍ଧା 17 ପ୍ରତିଶତ ମତଦାନ - election
କଟକରେ ଦିନ 11ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ସମୁଦାୟ 17 ପ୍ରତିଶତ ମତଦାନ ହୋଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
କଟକ-ବାରବାଟୀ ବିଧାନସଭା କ୍ଷେତ୍ରରେ 11.30 ପ୍ରତିଶତ ମତଦାନ ହୋଇଥିବାବେଳେ ବଡମ୍ବାରେ 30 ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ସେହିପରି ଆଠଗଡରେ 31 ପ୍ରତିଶତ, ବାଙ୍କି 9 ପ୍ରତିଶତ, ଚୌଦ୍ବାର-କଟକ 13 ପ୍ରତିଶତ ଓ କଟକ-ସଦରରେ 17 ପ୍ରତିଶତ ମତଦାନ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ