ଓଡିଶା

odisha

By

Published : Feb 18, 2020, 9:16 PM IST

ETV Bharat / city

ମହାଶିବରାତ୍ରିରୁ ବେଦବ୍ୟାସ ମେଳା ଆରମ୍ଭ, ଚଳଚଞ୍ଚଳ ରାଉରକେଲା

ଆସୁଛି ମହାଶିବରାତ୍ରି । ଚଳଚଞ୍ଚଳ ହୋଇପଡିଛି ଷ୍ଟିଲ ସିଟି ରାଉରକେଲା ସହର । ବେଦବ୍ୟାସ ମେଳା ପାଇଁ ପ୍ରସ୍ତୁତି ଶେଷ ।

vedavyasa mela preparation
ବେଦବ୍ୟାସ ମେଳା ପାଇଁ ପ୍ରସ୍ତୁତି ଶେଷ

ରାଉରକେଲା: ଆସୁଛି ମହାଶିବରାତ୍ରୀ । ଚଳଚଞ୍ଚଳ ହୋଇପଡିଛି ଷ୍ଟିଲ ସିଟି ରାଉରକେଲା ସହର । ବେଦବ୍ୟାସ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରୁ ଉଠା ଦୋକାନୀଙ୍କ ଗହଳି ଜମିଲାଣି । କେବଳ ଉଠା ଦୋକାନୀ ନୁହେଁ, ବିଭିନ୍ନ ପ୍ରକାର ଦୋଳିର ମଜା ନେବେ ସ୍ଥାନୀୟ ଲୋକେ । ପୁରା ଜିଲ୍ଲାବାସୀ ଏହି ମେଳାକୁ ମନଭରି ଉପଭୋଗ କରିଥାନ୍ତି ।

ବେଦବ୍ୟାସ ମେଳା ପାଇଁ ପ୍ରସ୍ତୁତି ଶେଷ

ଏହି ମେଳା ଦୀର୍ଘ 100 ବର୍ଷ ଧରି ଏଠାରେ ଚାଲି ଆସୁଛି । ଚଳିତ ଥର 11 ଦିନ ଧରି ମେଳା ଚାଲିବ ।

ରାଉରକେଲାରୁ, ରାଜେନ୍ଦ୍ରନାଥ ମିଶ୍ର ଇଟିଭି ଭାରତ

ABOUT THE AUTHOR

...view details