ଓଡିଶା

odisha

ETV Bharat / city

ମରିଗଲା ମାନବିକତା, ମାନସିକ ରୋଗୀଙ୍କୁ ବିଚରାସ୍ତାରେ ମାଡ - ମାନସିକ ବିକାର ଗ୍ରସ୍ତ

ରାଉରକେଲା ସରକାରୀ ହସ୍ପିଟାଲ ଗେଟ ନିକଟରେ ଏକ ଘରୋଇ ସଂସ୍ଥାର ଜଣେ ସିକ୍ୟୁରିଟି ଗାର୍ଡ ଜଣେ ମାନସିକ ବିକାରଗ୍ରସ୍ତକୁ ବିଚ ରାସ୍ତାରେ ନିର୍ମମ ଭାବେ ମାଡ ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମରିଗଲା ମାନବିକତା, ମାନସିକ ରୋଗୀଙ୍କୁ ବିଚ୍ ରାସ୍ତାରେ ମାଡ

By

Published : Sep 2, 2019, 8:57 PM IST

ରାଉରକେଲା: ହଜିଗଲା ମାନବିକତା । ସିକ୍ୟୁରିଟି ଗାର୍ଡଙ୍କ ନିର୍ମମତା । ମାନସିକ ବିକାରଗ୍ରସ୍ତଙ୍କୁ ବିଚ୍ ରାସ୍ତାରେ ନିଧୁମ୍ ମାଡ ମାରିଲେ ଗାର୍ଡ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି ।

ମରିଗଲା ମାନବିକତା, ମାନସିକ ରୋଗୀଙ୍କୁ ବିଚ୍ ରାସ୍ତାରେ ମାଡ

ରାଉରକେଲା ସରକାରୀ ହସ୍ପିଟାଲ ଗେଟ ନିକଟରେ ଏକ ଘରୋଇ ସଂସ୍ଥାର ଜଣେ ସିକ୍ୟୁରିଟି ଗାର୍ଡ ଜଣେ ମାନସିକ ବିକାର ଗ୍ରସ୍ତକୁ ବିଚ ରାସ୍ତାରେ ନିର୍ମମ ଭାବେ ମାଡ ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିକାରଗ୍ରସ୍ତ ବ୍ୟକ୍ତି ଖୁବ୍ ଚିତ୍କାର କରିଥିଲେ ମଧ୍ୟ ଏହା ଶୁଣିନଥିଲେ ଉକ୍ତ ଗାର୍ଡ । ପ୍ରତ୍ୟକ୍ଷଦର୍ଶୀ ସିକ୍ୟୁରିଟି ଗାର୍ଡଙ୍କୁ ମାରିବାର କାରଣ ପଚାରିଥିଲେ ମଧ୍ୟ ଗାର୍ଡ କିଛି ନକହି ସେଠାରୁ ଚାଲି ଯାଇଥିଲେ । ତେବେ ଏହି ଗାର୍ଡ ଜଣଙ୍କ ରାଉରକେଲାର ଏକ ସରକାରୀ ହସ୍ପିଟାଲରେ ସୁରକ୍ଷା ଦାୟିତ୍ବରେ ଥିବା ଜଣା ପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details