ରାଉରକେଲା: NITର 17ତମ ସମାବର୍ତ୍ତନ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ସରିଛି । ଏହି NAAC ର କାର୍ଯ୍ୟକାରୀ ସଭାପତି ଡ. ବିରେନ୍ଦର ସିଂ ଚୌହାନ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି (ଶୁକ୍ରବାର) ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଅନିମେଶ ବିଶ୍ବାସ, ରେଜିଷ୍ଟ୍ରାର ପିକେ ଦାସ, ସହିତ ୟୁ ବିଶ୍ବାଳ ସହିତ କେ କେ ମହାପାତ୍ର ସମାବର୍ତ୍ତନ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ଏହି ବର୍ଷ ପିଏଚଡ଼ି ର ସର୍ବାଧିକ 141 ଡିଗ୍ରୀ ପ୍ରଦାନ କରେ ଯିବ। B. tech ର 559, B Arc ର 24, 135 ଟି dual degree,88 integrated MSc, 365 ଟି MTech ,106 MSc, 13 ଟି MA, 30 ଟି MBA ,4 ଟି MTech(research) କୁ ଡିଗ୍ରୀ ପ୍ରଦାନ କରାଯିବ।