ରାଉରକେଲା: ଏକ ସ୍କର୍ପିଓ ଗାଡିରୁ 6 ଲକ୍ଷ 70 ହଜାର ଟଙ୍କା ଜବତ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ କୋଇଡା ଅଞ୍ଚଳରେ ଯାଞ୍ଚ ବେଳେଏକ ସ୍କର୍ପିଓ ଗାଡିରୁ6 ଲକ୍ଷ 70 ହଜ଼ାର ଟଙ୍କା ଜବତ କରାଯାଇଥିଲା ।
ତେବେ ସ୍କର୍ପିଓକୁ ଟଙ୍କା କେଉଁଠୁ ଆସିଲା ଏନେଇ ପଚରାଉଚରା ପରେ ମଧ୍ୟ ଡ୍ରାଇଭର ଏ ସମ୍ପର୍କରେ ଜାଣିନଥିବା କହିଥିଲେ ।