ଓଡିଶା

odisha

By

Published : Feb 19, 2020, 5:30 PM IST

ETV Bharat / city

ଓଲଟିଲା ଯାତ୍ରୀବାହୀ ବସ, 7 ଆହତ

କୁତ୍ରା ବ୍ଲକର ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ବଡ଼ମାଳରେ ରାଜା ଗୋଲଡ଼ ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ସାତ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

bus-accident-in-kutra
ଓଲଟିଲା ଯାତ୍ରୀବାହୀ ବସ, 7 ଆହତ

ରାଉରକେଲା: କୁତ୍ରା ବ୍ଲକର ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ବଡ଼ମାଳରେ ରାଜା ଗୋଲଡ଼ ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ସାତ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ରାଜଗାଙ୍ଗପୁରରୁ ବଡ଼ମାଳ ଯାଉଥିଲା ।

ଓଲଟିଲା ଯାତ୍ରୀବାହୀ ବସ, 7 ଆହତ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା ତାହା ଜାଣିବା ପାଇଁ ପ୍ରୟାସ କରାଯାଉଛି । ବସରେ ଦ୍ରୁତ ଗତିରେ ଚାଲୁଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details