ଓଡିଶା

odisha

ETV Bharat / city

ରାଉରକେଲାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାଉରକେଲାରେ ମାଲବାହୀ ଟ୍ରେନର 2ଟି ବଗି ଲାଇନଚ୍ୟୁତ । ବଗିକୁ ଧାରଣାକୁ ଆଣିବାକୁ ପ୍ରୟାସ ଜାରି ।

By

Published : May 15, 2019, 11:22 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ମାଲବାହୀ ଟ୍ରେନର 2ଟି ବଗି ଲାଇନଚ୍ୟୁତ । ରାଉରକେଲାର ମାଲଗୋଦାମ ନିକଟରେ ଆଜି ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନଟି ରାୟପୁରରୁ ପଶ୍ଚିମବଙ୍ଗକୁ ଯାଉଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଖବର ପାଇବା ପରେ ରେଳ ଅଧିକାରୀ ତଥା କର୍ମଚାରୀମାନେ ଆସି ଅନ୍ୟ ବଗିକୁ ଅଲଗା କରିଥିଲେ । ପରେ ଲାଇନଚ୍ୟୁତ ବଗିକୁ ଧାରଣାକୁ ଆଣିବାକୁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି । ବହୁତ ସଂଖ୍ୟାରେ ରେଲୱେ କର୍ମଚାରୀ ଏଠାରେ ନିୟୋଜିତ ହୋଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details