ଓଡିଶା

odisha

ETV Bharat / city

ବାଲୁକାକଳାରେ ବିଶ୍ବ ଏଡସ୍ ଦିବସର ସଚେତନତା ବାର୍ତ୍ତା - world aids day

ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ବ ଏଡ୍‍ସ ସଚେତନତା ଦିବସ ଭାବେ ପାଳନ କରାଯାଉଛି।ଏହି ମାରାତ୍ମକ ରୋଗ ବିଷୟରେ ସଚେତନ କରାଇବାକୁ ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜ ଛାତ୍ରଛାତ୍ରୀଙ୍କ ବାଲୁକାକଳା। ଅଧିକ ଖବର ପଢନ୍ତୁ...

_aids day sand art
ବାଲୁକାକଳାରେ ବିଶ୍ବ ଏଡ୍ସ ଦିବସର ସଚେତନତା ବାର୍ତ୍ତା

By

Published : Dec 1, 2019, 10:38 AM IST

ପୁରୀ: ଆଜି ବିଶ୍ବ ଏଡସ ଦିବସ। ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ବ ଏଡ୍‍ସ ସଚେତନତା ଦିବସ ଭାବେ ପାଳନ କରାଯାଉଛି। ମାରାତ୍ମକ ଏଡସ ରୋଗ ବିଷୟରେ ସଚେତନତା ପାଇଁ ଏହି ଦିବସ ପାଳନ କରାଇବା ଲକ୍ଷ୍ୟରେ ୧୯୮୮ ରୁ ପ୍ରତି ବର୍ଷ ବିଶ୍ବ ସ୍ତରରେ ଏଡ୍‍ସ ଦିବସ ପାଳନ କରାଯାଉଛି ।

ବାଲୁକାକଳାରେ ବିଶ୍ବ ଏଡ୍ସ ଦିବସର ସଚେତନତା ବାର୍ତ୍ତା

ଏନେଇ ପୁରୀରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜ ଛାତ୍ରଛାତ୍ରୀ ଏକ ବାଲୁକା କଳାରେ ରେଡ ରିବନ ଆର୍ଟ କରି ଏହି ଦିବସର ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି।

ବାଲୁକାକଳାରେ ବିଶ୍ବ ଏଡ୍ସ ଦିବସର ସଚେତନତା ବାର୍ତ୍ତା

ସେହିପରି ଏଡ୍ସ ରୋଗୀଙ୍କୁ ଘୃଣା ନକରି ସମସ୍ତେ ତାଙ୍କୁ ସହଯୋଗର ହାତ ବଢ଼ାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନେଇ ପ୍ରଚେଷ୍ଟା କରିବା ଉଚିତ ବୋଲି ଛାତ୍ରଛାତ୍ରୀମାନେ ବାର୍ତ୍ତା ଦେଇଛନ୍ତି। ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜର 20 ଜଣ ଛାତ୍ର ଛାତ୍ରୀ ଏହି ବିଶାଳ ବାଲୁକା କଳାଟିକୁ ପୁରୀ ବେଳାଭୂମିରେ ତିଆରି କରିଛନ୍ତି।

ବାଲୁକାକଳାରେ ବିଶ୍ବ ଏଡ୍ସ ଦିବସର ସଚେତନତା ବାର୍ତ୍ତା

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details