ଓଡିଶା

odisha

By

Published : May 16, 2022, 2:35 PM IST

ETV Bharat / city

ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ । ଭକ୍ତ ଜଣକ ପଶ୍ଚିମବଙ୍ଗର ରାକେଶ ହାଜରା ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ; ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ବ୍ୟବସ୍ଥା
ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ; ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ବ୍ୟବସ୍ଥା

ପୁରୀ:ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ । ଭକ୍ତ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ରାକେଶ ହାଜରା । ନାଟ ମଣ୍ଡପ ଉପରେ ଚଢ଼ିବା ବେଳେ ଭକ୍ତଙ୍କୁ ଅଟକା ଯାଇଛି । ଆଜି(ସୋମବାର) ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ବାର ଦେଇ ନାଟ ମଣ୍ଡପରେ ଚଢୁଥିବା ବେଳେ ତାଙ୍କୁ ସେବାୟତ, ଅଗ୍ନିଶମ ବିଭାଗ ଓ ପୋଲିସ ଉଦ୍ଧାର କରିଛନ୍ତି । ତେବେ ଗତ କିଛିଦିନ ପୂର୍ବେ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲି ଭଙ୍ଗା ଘଟଣା, ସିଂହଦ୍ଵାର ଗୁମୁଟରୁ ଜଣେ କିନ୍ନରଙ୍କ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିବା ଘଟଣା ଆଉ ଏବେ ନାଟମଣ୍ଡପରେ ବଙ୍ଗୀୟ ଯୁବକ ଚଢିବା ଘଟଣା ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି ।

ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ; ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ବ୍ୟବସ୍ଥା

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details