ଓଡିଶା

odisha

ETV Bharat / city

ପୁରୀ ଆରଟିଓଙ୍କ ବିରୋଧରେ ବିକ୍ଷୋଭ

ପୁରୀ ଆରଟିଓ ଅଫିସରେ କିଛି ଅସାଧୁ କର୍ମଚାରୀ କିଛି ନିର୍ଦ୍ଧିଷ୍ଟ ଆସୋସିଏସନର ଗାଡିକୁ ଅହେତୁକ ଅନୁଗ୍ରହ ଦେଖାଇ ସରକାରୀ ଭଡାରେ ଲଗା ଯାଉଥିବା ବେଳେ ଅନ୍ୟ ଆସୋସିଏସନର ଗାଡି ଭଡା ନିଆଯାଉ ନ ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

By

Published : Apr 27, 2021, 7:55 PM IST

protest against puri rto
ପୁରୀ ଆରଟିଓଙ୍କ ବିରୋଧରେ ବିକ୍ଷୋଭ

ପୁରୀ: ଆରଟିଓଙ୍କ ବିରୋଧରେ ବିକ୍ଷୋଭ । ପୁରୀ ଆରଟିଓ ଅଫିସରେ କିଛି ଅସାଧୁ କର୍ମଚାରୀ କିଛି ନିର୍ଦ୍ଧିଷ୍ଟ ଆସୋସିଏସନର ଗାଡିକୁ ଅହେତୁକ ଅନୁଗ୍ରହ ଦେଖାଇ ସରକାରୀ ଭଡାରେ ଲଗା ଯାଉଥିବା ବେଳେ ଅନ୍ୟ ଆସୋସିଏସନର ଗାଡି ଭଡା ନିଆଯାଉ ନ ଥିବା ଅଭିଯୋଗ ହୋଇଛି।

ପୁରୀ ଆରଟିଓଙ୍କ ବିରୋଧରେ ବିକ୍ଷୋଭ

ପୁରୀ ଆରଟିଓ ଅଫିସରେ ମନମାନିକୁ ବିରୋଧ । କୋଭିଡ ମହାମାରୀ ସମୟରେ ସରକାର ଘରୋଇ ଗାଡି ଭଡା ନେଇ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି । ପୁରୀ ଆରଟିଓ ଅଫିସରେ କିଛି ଅସାଧୁ କର୍ମଚାରୀ କିଛି ନିର୍ଦ୍ଧିଷ୍ଟ ଆସୋସିଏସନର ଗାଡିକୁ ଅହେତୁକ ଅନୁଗ୍ରହ ଦେଖାଇ ସରକାରୀ ଭଡାରେ ଲଗା ଯାଉଥିବା ବେଳେ ଅନ୍ୟ ଆସୋସିଏସନର ଗାଡି ଭଡା ନିଆଯାଉ ନ ଥିବା ଅଭିଯୋଗ ହୋଇଛି।

ଏହାର ପ୍ରତିବାଦରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ପୁରୀ ଆରଟିଓ ଅଫିସ ଆଗରେ ପ୍ରତିବାଦ କରାଯାଇଛି। ଗାଡି ଭଡା ନିଆଯାଉ ନ ଥିବା ଯୋଗୁ ଅନେକ ଗାଡି ବ୍ୟବସାୟୀ ଙ୍କ ଜୀବିକା ବିପନ୍ନ ହୋଇଛି। ଏଣୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ପରିଚାଳନା ରେ ଲାଗୁ ଥିବା ଘରୋଇ ଗାଡି ଭଡା ନେବାରେ ସ୍ଵଛତା ଅବଲମ୍ବନ କରିବାକୁ ଦାବି ହୋଇଛି। ନ ହେଲେ ଅଗାମୀ ଦିନରେ ଆହୁରି ଜୋର ଦାର ପ୍ରତିବାଦ ହେବ ବୋଲି ଚେତାବନୀ ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details