ଓଡିଶା

odisha

By

Published : Apr 17, 2022, 11:40 AM IST

ETV Bharat / city

ପୂର୍ବ ଶତୃତାରୁ ପୁରୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ ଦଇତାପଡା ସାହିରେ ପୂର୍ବ ଶତୃତାକୁ ନେଇ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଯୁବକ ଗୁରୁତର । ଅଧିକ ପଢନ୍ତୁ

ପୁରୀରେ ପୂର୍ବ ଶତୃତା ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ପୁରୀରେ ପୂର୍ବ ଶତୃତା ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ପୂର୍ବ ଶତୃତାକୁ ନେଇ ତୁମୁଳକାଣ୍ଡ । ଆକ୍ରମଣରେ ଯୁବକ ଗୁରୁତର । ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିଛି ପୁରୀର ଦଇତାପଡା ସାହିରେ ।

ପୂର୍ବ ଶତୃତାରୁ ପୁରୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନାଅନୁସାରେ, ପୁରୀ ଦଇତାପଡା ସାହିରେ ପୂର୍ବ ଶତୃତାକୁ ନେଇ ଜଣେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଯୁବକ ଦଇତାପଡା ସାହିର ଟିକନ ଶତପଥି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।‌ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସକାଳୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଟାଉନଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details