ଓଡିଶା

odisha

ETV Bharat / city

ସିଫା ନିକଟରୁ ଲୁଟ୍ ଉଦ୍ୟମ, 2 ଲୁଟେରା ଗିରଫ

ମୋବାଇଲ ଫୋନ୍ ଓ ଟାଵଲେଟ ଲୁଟ୍ ଉଦ୍ୟମ । ଲୁଟ୍ ଘଟଣାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ସିଫା ନିକଟରୁ ଲୁଟ୍ ଉଦ୍ୟମ, 2 ଲୁଟେରା ଗିରଫ
ସିଫା ନିକଟରୁ ଲୁଟ୍ ଉଦ୍ୟମ, 2 ଲୁଟେରା ଗିରଫ

By

Published : May 9, 2021, 7:01 PM IST

ପୁରୀ: ଜାତୀୟ ରାଜପଥରେ ଡକାୟତି କରୁଥିବା ଦୁଇ ଜଣ ଲୁଟେରାଙ୍କୁ ପିପିଲି ପୋଲିସ ଗିରଫ କରିଛି । କଟକ ଜିଲ୍ଲା ବାଙ୍କୀ ଭାଗୀପୁର ଅଂଚଳର ଦୀପ୍ତିରଞ୍ଜନ ସାହୁ କମ୍ପାନୀରୁ କାମ ସାରି ବାଇକ ଯୋଗେ ଧଉଳି ଆଡକୁ ଫେରୁଥିଲେ । ଠିକ୍ ସେହି ସମୟରେ ପୁରୀକୁ ଯିବାକୁ ଥିବା ରାସ୍ତାରେ ଦୁଇଜଣ ଦୁର୍ବୁତ୍ତ ସିଫା ନିକଟରେ ମୋବାଇଲ ଫୋନ୍ ଓ ଟାଵଲେଟ ଲୁଟ କରି ଫେରାର ହୋଇଯାଇଥିଲେ ।

ଏହି ଲୁଟ୍ ଘଟଣାରେ ଗୋପ ବ୍ଲକ୍ ଅଧୀନ ଜୁଣେଇ ଅଞ୍ଚଳର ମଣ୍ଟୁ ନାୟକ ଓ ଚଣ୍ଡୀବ୍ରହ୍ମପୁରର ସାଗର ରାଉତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details