ବ୍ରହ୍ମଗିରି: ଅଲାରନାଥଙ୍କ ରାଜାଧିରାଜ ବେଶ ଦର୍ଶନ ପାଇଁ ଭୋର ସମୟରୁ ଦିନ ତମାମ ଭକ୍ତଙ୍କ ଭିଡ଼ ଲାଗି ରହିଛି । କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥିରେ ପ୍ରଭୁଙ୍କ ଦୁର୍ଲଭ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।
Kartika Purnima; ରାଜାଧିରାଜ ବେଶରେ ଦର୍ଶନ ଦେଲେ ଅଲାରନାଥ - ଅଲାରନାଥ
ଅଲାରନାଥଙ୍କ ରାଜାଧିରାଜ ବେଶ ଦର୍ଶନ ପାଇଁ ଭୋର ସମୟରୁ ଦିନ ତମାମ ଭକ୍ତଙ୍କ ଭିଡ଼ ଲାଗି ରହିଛି । କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥିରେ ପ୍ରଭୁଙ୍କ ଦୁର୍ଲଭ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଅଧିକ ପଢନ୍ତୁ
ରାଜାଧିରାଜ ବେଶରେ ଦର୍ଶନ ଦେଲେ ଅଲାରନାଥ
ଆଜି(ଶୁକ୍ରବାର) 4ଟାରୁ ଦୁଆର ଫିଟାଯାଇ ନିତିକାନ୍ତି ପରେ ରାଜାଧିରାଜ ବେଶରେ ସଜ୍ଜିତ କରଯାଇଥିଲା । ଆଜି ପୁରୀ ଜଗନ୍ନାଥ ମନ୍ଦିର ବନ୍ଦ ହେତୁ ଭକ୍ତମାନେ ଅଲାରନାଥ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ । ରାଜାଧିରାଜ ଦର୍ଶନ କରିବାରେ କାର୍ତ୍ତିକ ମାସର ପୁଣ୍ୟ ସମ୍ପୂର୍ଣ୍ଣ ହୋଇଥାଏ ବୋଲି କାର୍ତ୍ତିକ ବ୍ରତଧାରୀ ମାନେ ବିଶ୍ୱାସ କରିଥାନ୍ତି ।
ବ୍ରହ୍ମଗିରି ଦେବାଶିଷ ଦାସ, ଇଟିଭି ଭାରତ