ଓଡିଶା

odisha

ETV Bharat / city

ପୁରୀରେ ଭୋଟରଙ୍କ ମୁଡ୍ ପରଖିଲା ଇଟିଭି ଭାରତ ଟିମ

ଆସନ୍ତା 23 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପୁରୀ ଲୋକସଭା ସମେତ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ କରିବେ ପୁରୀବାସୀ ।

By

Published : Apr 16, 2019, 9:47 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା. ପୁରୀ

ପୁରୀ: ଆସନ୍ତା 23 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପୁରୀ ଲୋକସଭା ସମେତ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ କରିବେ ପୁରୀବାସୀ । ତେବେ ନିର୍ବାଚନ ଯେତିକି ପାଖଉଛି ନିର୍ବାଚନୀ ଚର୍ଚ୍ଚା ଓ ଆଲୋଚନା ସେତେ ବଢୁଛି।

କିଭଳି ପ୍ରାର୍ଥୀଙ୍କୁ ଭୋଟ ଦେବା ଦରକାର? ବିକାଶ ପାଇଁ କେଉଁ ଦଳ କଣ କରିଛି ସର୍ବୋପରି କେଉଁ ଦଳକୁ ଭୋଟ ଯିବା ଦରକାର ଏବେ ପୁରୀ ସହରରେ ବିଭିନ୍ନ ଚା ଦୋକାନ ଓ ଖଟିରେ ଏବେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ତେବେ ଏଥର ନିର୍ବାଚନରେ ପୁରୀ ଭୋଟରଙ୍କ କଣ ପ୍ରତିକ୍ରିୟା ରହିଛି, କେଉଁ ଭଳି ପ୍ରାର୍ଥୀ ଚାହୁଁଛନ୍ତି, ପୁରୀର ବିକାଶ ମୁଦ୍ଦା କିଭଳି ସେ ନେଇ ଆଲୋଚନା କରିଛି ଇଟିଭି ଭାରତ ଟିମ। ତେବେ ଚଳିତ ନିର୍ବାଚନକୁ ନେଇ ପୁରୀ ଭୋଟରଙ୍କୁ ଭେଟି ପ୍ରତିକ୍ରିୟା ନେଇଛନ୍ତି ଆମ ସମ୍ବାଦଦାତା ଶକ୍ତିପ୍ରସାଦ ମିଶ୍ର।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details