ଓଡିଶା

odisha

ETV Bharat / city

Cracker Explosion: ବାଣ ବିସ୍ଫୋରଣରେ 4 ଆହତ

ବାଣ ବିସ୍ଫୋରଣରେ ୪ ଆହତ । ସମସ୍ତ ଆହତଙ୍କୁ ଉଦ୍ଧାର କାରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁରୀ ବଳଙ୍ଗା ସାଇଁସ ମେଳଣ ପଡିଆରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ

By

Published : Mar 18, 2022, 9:43 PM IST

Cracker Explosion: ବାଣ ବିସ୍ଫୋରଣରେ 4 ଆହତ
Cracker Explosion: ବାଣ ବିସ୍ଫୋରଣରେ 4 ଆହତ

ପୁରୀ : ବାଣ ବିସ୍ଫୋରଣରେ ୪ ଆହତ । ସମସ୍ତ ଆହତଙ୍କୁ ଉଦ୍ଧାର କାରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁରୀ ବଳଙ୍ଗା ସାଇଁସ ମେଳଣ ପଡିଆରେ ଘଟିଛି ଅଘଟଣ ।

Cracker Explosion: ବାଣ ବିସ୍ଫୋରଣରେ 4 ଆହତ

ସୂଚନା ଅନୁସାରେ, ଦୋଳ ପୂର୍ଣ୍ଣିମା ଅବସରରେ ବଳଙ୍ଗା ସାଇଁସ ମେଳଣ ପଡିଆରେ ପ୍ରତିବର୍ଷ ବାଣ ଫୁଟାଇବାର ପରମ୍ପରା ରହିଛି । କୋରୋନା କଟକଣା କୋହଳ ହୋଇଥିବାରୁ ଏଠାରେ ଆଜି ମଧ୍ୟ ବାଣ ଫୁଟାଯାଉଥିଲା । ହେଲେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପରେ ପିପିଲି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ABOUT THE AUTHOR

...view details