ଓଡିଶା

odisha

ETV Bharat / city

ଶୁଣନ୍ତୁ, ମାଟ୍ରିକ ଖାତାଦେଖା ନେଇ କଣ କହୁଛନ୍ତି ବୋର୍ଡ଼ ସଭାପତି

ସକାଳ ୧୦ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖାତାଦେଖା ପ୍ରକ୍ରିୟା ଚାଲିବ । ସେହିପରି ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ମଧ୍ୟରେ ଶିକ୍ଷକମାନେ ଖାତା ଦେଖିବେ ବୋଲି ବୋର୍ଡ଼ ସଭାପତି ରାମାଶିଷ ହାଜେରା ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

By

Published : May 25, 2020, 4:15 PM IST

what-the-board-president-say-about-the-matriculation-starting-from-tomorrow
ଶୁଣନ୍ତୁ, ମାଟ୍ରିକ ଖାତା ଦେଖା ନେଇ କଣ କହୁଛନ୍ତି ବୋର୍ଡ଼ ସଭାପତି

କଟକ: ଆସନ୍ତାକାଲି ଠାରୁ ହେବ ମାଟ୍ରିକ ମୂଲ୍ୟାୟନ । ୬୦ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତାଦେଖା ପ୍ରକ୍ରିୟା । ତେବେ ଖାତା ଦେଖା ସମୟରେ ପରିବର୍ତନ କରାଯାଇଛି । ସକାଳ ୧୦ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖାତାଦେଖା ପ୍ରକ୍ରିୟା ଚାଲିବ ।

ଶୁଣନ୍ତୁ, ମାଟ୍ରିକ ଖାତା ଦେଖା ନେଇ କଣ କହୁଛନ୍ତି ବୋର୍ଡ଼ ସଭାପତି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଏଭଳି ନିଷ୍ପତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ପୂର୍ବରୁ ୩ଟି ଫେଜରେ ଖାତା ଦେଖିବାକୁ ନିଷ୍ପତି ନିଆଯାଇଥିଲା । ତେବେ ସାମାଜିକ ଦୂରତା ସହ ପ୍ରତ୍ୟେକ ଦିନ ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ କରାଯିବ । ସେହିପରି ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ମଧ୍ୟରେ ଶିକ୍ଷକମାନେ ଖାତା ଦେଖିବେ ବୋଲି ବୋର୍ଡ଼ ସଭାପତି ରାମାଶିଷ ହାଜେରା ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details