ଓଡିଶା

odisha

ETV Bharat / city

କୋଭିଡ କେୟାର ସେଣ୍ଟରରେ ଥିବା ବେଳେ ଘରେ କନା ବୁଲାଇଲେ ଦୁର୍ବୃତ୍ତ

ଖାନନଗରର ବ୍ରାହ୍ମଣସାହି ରହୁଥିବା ରାଜକିଶୋର ଶତପଥି ପରିବାର କୋଭିଡ କେୟାରରେ ରହିଥିଲା ବେଳେ ତାଙ୍କ ଘରେ ପଶିଲେ ଦୁର୍ବୁତ୍ତ ।

କୋଭିଡ କେୟାର ସେଣ୍ଟରରେ ଥିବା ବେଳେ ଘରେ କନା ବୁଲାଇଲେ ଦୁର୍ବୃତ୍ତ
କୋଭିଡ କେୟାର ସେଣ୍ଟରରେ ଥିବା ବେଳେ ଘରେ କନା ବୁଲାଇଲେ ଦୁର୍ବୃତ୍ତ

By

Published : Aug 26, 2020, 8:36 PM IST

କଟକ: ସିଲଭର ସିଟିରେ ମାତିଲେ ଲୁଟେରା । ଖାନନଗରର ବ୍ରାହ୍ମଣସାହି ରହୁଥିବା ରାଜକିଶୋର ଶତପଥି ପରିବାର କୋଭିଡ କେୟାରରେ ରହିଥିଲା ବେଳେ ତାଙ୍କ ଘରେ ପଶିଲେ ଦୁର୍ବୁତ୍ତ ।

କୋଭିଡ କେୟାର ସେଣ୍ଟରରେ ଥିବା ବେଳେ ଘରେ କନା ବୁଲାଇଲେ ଦୁର୍ବୃତ୍ତ
ଗତକାଲି ରାତିରେ ଘଟିଛି ଏହି ଅଘଟଣ । ଘରେ ପଶି ତାଲା ଭାଙ୍ଗି 4 ଲକ୍ଷ ଟଙ୍କା ଓ ଦାମୀ ଜିନିଷ ଚୋରି କରିଛନ୍ତି ଦୁର୍ବୁତ୍ତ। ତେବେ ପୁରା ପରିବାର କୋଭିଡ ପଜିଟିଭ ପରେ କେୟାରରେ ଭର୍ତ୍ତି ହୋଇଥିଲେ। ହେଲେ ଡିସଚାର୍ଜ ହେବାର ଗୋଟିଏ ଦିନ ପୂର୍ବରୁ ଘଟିଛି ଏହି ଅଘଟଣ । ତେବେ ଏନେଇ ଆଜି ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details