କଟକ: ରାଜ୍ୟରେ ଟିକାର ଅଭାବ ଦେଖା ଦେଇଥିଲା । ଶନିବାର କେନ୍ଦ୍ର ପୁଣି 2 ଲକ୍ଷ 50 ହଜାର କୋଭିସିଲଡ଼ ଟିକା ପ୍ରଦାନ କରିଛି । ଏହାରି ମଧ୍ୟରେ ଏସସିବି ବଡ଼ ମେଡିକାଲରେ ମଧ୍ୟ ଟିକା ପହଞ୍ଚି ସାରିଛି । ଏଣୁ ଟୀକାକରଣକୁ ବ୍ୟାପକତା କରିବା ପାଇଁ ଦିନକୁ 1500 ଲେଖାଏଁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛି ଏସସିବି ମେଡିକାଲ ।
ଏସସିବିରେ ବ୍ୟାପକ ହେବ ଭ୍ୟାକ୍ସିନେସନ - ଏସସିବି
ଏସସିବି ବଡ଼ ମେଡିକାଲରେ ମଧ୍ୟ ଟିକା ପହଞ୍ଚି ସାରିଛି । ଏଣୁ ଟୀକାକରଣକୁ ବ୍ୟାପକ କରିବା ପାଇଁ ଦିନକୁ 1500 ଲେଖାଏଁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛି ଏସସିବି ମେଡିକାଲ । ଅଧିକ ପଢନ୍ତୁ...
ଏସସିବିରେ ବ୍ୟାପକ ହେବ ଭ୍ୟାକ୍ସିନେସନ
କଟକରେ ମଧ୍ୟ କୋରୋନା ସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ବର୍ତ୍ତମାନ ଏହି ମହାମାରୀରୁ ସମାନ୍ୟ ଆଶ୍ୱସ୍ତି କରିବ ଟିକା । ତେଣୁ ଟୀକାକରଣ ବ୍ୟାପକତା ନେଇ ଅଣ୍ଟା ଭିଡ଼ିଛି ଏସସିବି ବଡ଼ ମେଡିକାଲ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ