ଓଡିଶା

odisha

ETV Bharat / city

ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା

ଗୋପାଳପୁର ଅଞ୍ଚଳରେ ଥିବା ଏକ ହଷ୍ଟେଲ ରୁମରୁ ଛାତ୍ରଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

By

Published : Nov 13, 2020, 10:14 PM IST

ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟ, ହତ୍ୟା ନା ଆତ୍ମହତ୍ୟା
ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟ, ହତ୍ୟା ନା ଆତ୍ମହତ୍ୟା

କଟକ: ଗୋପାଳପୁର ଅଞ୍ଚଳରେ ଥିବା ଏକ ହଷ୍ଟେଲ ରୁମରୁ ଛାତ୍ରଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତକ ଜଣଙ୍କ ଗତି ରାଉତ ପାଟଣାର ରଘୁନାଥ ଦାସ । ସେହିପରି ମୃତକଙ୍କ ବୟସ 20 ବର୍ଷ ହୋଇଥିବା ଜଣାପଡିଛି ।

ଘରୋଇ କଲେଜରେ ପଢୁଥିଲେ ଉକ୍ତ ଯୁବକ ପଢୁଥିବା ଜଣାପଡିଛି । କେମିତି ହେଲା ମୃତ୍ୟ , ହତ୍ୟା ନା ଆତ୍ମହତ୍ୟା । ସନ୍ଦେହଘେରରେ ଏହି ଘଟଣା । ତେବେ ଘଟଣା ସ୍ଥଳରେ ପୋଲିସ ମୃତଦେହକୁ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଛି ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details