କଟକ: ଥମୁନି ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ। ରାଗିଂକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉଠୁଛି ପଡୁଛି ରାଜ୍ୟ । ମେଧାବୀ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁକୁ 48 ଘଣ୍ଟାରୁ ଅଧିକ ସମୟ ବିତି ଥିବା ବେଳେ ମୃତ୍ୟୁ ସସ୍ପେନସ ଉପରୁ ପରଦା ଉଠାଇ ପାରିନି କମିଶନରେଟ ପୋଲିସ । ରୁଚିକାକୁ ନ୍ୟାୟ ଦେବା ପାଇଁ ବିଭିନ୍ନ ଛାତ୍ର ସଂଗଠନ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଏହାବି ପଢନ୍ତୁ:BJB କଲେଜ ଛାତ୍ରୀ ଆତ୍ମହତ୍ୟା, ନ୍ୟାୟ ପାଇଁ ଏକାଠି ହେଲେ ବିଭିନ୍ନ ଛାତ୍ର ସଂଗଠନ