ଓଡିଶା

odisha

ETV Bharat / city

ଉଠା ଦୋକାନୀଙ୍କ ମୁହଁରେ ହସ ଫୁଟାଇଲେ ମୁଖ୍ୟମନ୍ତ୍ରୀ

କଟକ ରାଜା ବଗିଚା ପଡିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Feb 13, 2020, 11:00 PM IST

AA
ଉଠା ଦୋକାନୀଙ୍କ ମୁହଁରେ ହସ ଫୁଟାଇଲେ ନବୀନ

କଟକ: ସହରାଞ୍ଚଳ ଉଠା ଦୋକାନୀଙ୍କ ମୁହଁରେ ହସ ଫୁଟାଇଲେ ନବୀନ । ଫନି କ୍ଷତିଗ୍ରସ୍ତ ହୋଇଥିବା ଉଠାଦୋକାନୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମହାନଗର ନିଗମ ସର୍ଭେ ରିପୋର୍ଟ ଅନୁସାରେ 1919 ଜଣଙ୍କୁ 10 ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଉଠା ଦୋକାନୀଙ୍କ ମୁହଁରେ ହସ ଫୁଟାଇଲେ ନବୀନ

କଟକ ରାଜା ବଗିଚା ପଡିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫନି କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସହରରେ ଆହୁରି ଭେଣ୍ଡିଙ୍ଗ ଯୋନ ନିର୍ମାଣ ହେବ । ଏଥିପାଇଁ 7 ଗୋଟି ସ୍ଥାନ ନିରୂପଣ ହୋଇଛି । ଖୁବ କମ ଦିନ ମଧ୍ୟରେ ସରିବ କାମ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details