ଓଡିଶା

odisha

ETV Bharat / city

ସିଲଭର ସିଟିରେ ମାତିଲେ ଲୁଟେରା, ଲୁଟିନେଲେ ନଗଦ 60 ହଜାର ଟଙ୍କା - loot in cuttack

କଟକରେ ବଡ ଧରଣର ଚୋରି । କଟକ ଲିଙ୍କରୋଡ଼ରେ ଜାଭିଅର ସ୍କୁଲ ଅଫ ମ୍ୟାନେଜମେଣ୍ଟ କଲେଜର ଡ଼ାଇରେକ୍ଟର ଦିଲ୍ଲୀପ ମହାରଣାଙ୍କ ଘରୁ ଦୁର୍ବୁତ୍ତ ପଶି ଲୁଟି ନେଇଛନ୍ତି ଅନେକ ସାମଗ୍ରୀ । ଅଧିକ ପଢନ୍ତୁ...

Rs 60,000 cash loot in cuttack
ସିଲଭରସିଟିରେ ମାତିଲେ ଲୁଟେରା, ଲୁଟିନେଲେ ନଗଦ 60 ହଜାର ଟଙ୍କା

By

Published : Nov 11, 2020, 7:35 PM IST

କଟକ: କଟକରେ ବଡ ଧରଣର ଚୋରି । କଟକ ଲିଙ୍କରୋଡ଼ରେ ଜାଭିଅର ସ୍କୁଲ ଅଫ ମ୍ୟାନେଜମେଣ୍ଟ କଲେଜର ଡ଼ାଇରେକ୍ଟର ଦିଲ୍ଲୀପ ମହାରଣାଙ୍କ ଘରୁ ଦୁର୍ବୁତ୍ତ ପଶି ଲୁଟି ନେଇଛନ୍ତି ଅନେକ ସାମଗ୍ରୀ । ଯେଉଁଥିରେ 60 ହଜାର ନଗଦ ଟଙ୍କା ଓ ଅନେକ ଦାମୀ ଜିନିଷ ମଧ୍ୟ ରହିଛି ।

ସିଲଭରସିଟିରେ ମାତିଲେ ଲୁଟେରା, ଲୁଟିନେଲେ ନଗଦ 60 ହଜାର ଟଙ୍କା
ଘଟଣା ସ୍ଥଳରେ ବାଦାମ ବାଡ଼ି ପୋଲିସର ଛାନଭିନ ଜାରି ରହିଛି । ତେବେ କିଏ ଏପରି ଚୋରି କଲା ତାକୁ ନେଇ ଜାରି ରହିଛି ଚର୍ଚ୍ଚା । ପୋଲିସର ପଚରାଉଚରା ମଧ୍ୟ ଜାରି ରହିଛି ।
ସିଲଭରସିଟିରେ ମାତିଲେ ଲୁଟେରା, ଲୁଟିନେଲେ ନଗଦ 60 ହଜାର ଟଙ୍କା

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details