ଓଡିଶା

odisha

ETV Bharat / city

ଭଷାଣିକୁ ଫିକା କଲା ବର୍ଷା

ଦଶଦିନ ଧରି ମାଆ ମଣ୍ଡପରେ ପୂଜା ପାଇବା ପରେ ମାଆଙ୍କୁ ଧରାପୃଷ୍ଠରୁ ମେଲାଣି ଦିଆଯାଉଛି । ବହୁ ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲେ ମଧ୍ୟ ବର୍ଷା ସାଜିଲା ବାଧକ ।

ଫଟୋ ସୌଜନ୍ଯ- ସମ୍ବାଦଦାତା, କଟକ

By

Published : Oct 10, 2019, 2:35 AM IST

Updated : Oct 10, 2019, 6:31 AM IST

କଟକ: ଦଶଦିନ ଧରି ମାଆ ମଣ୍ଡପରେ ପୂଜା ପାଇବା ପରେ ମାଆଙ୍କୁ ଧରାପୃଷ୍ଠରୁ ମେଲାଣି ଦିଆଯାଉଛି । ବହୁ ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲେ ମଧ୍ୟ ବର୍ଷା ସାଜିଲା ବାଧକ । ଭାଇଚାରାର ସହର କଟକରେ ଭଷାଣି ଉତ୍ସବ ସବୁ ବେଳେ ଚର୍ଚ୍ଚାରେ ରହିଆସିଛି । ମାତ୍ର ଚଳିତ ଥର ବର୍ଷା ସବୁକିଛି ଫିକା କରିଦେଇଛି ।

ମାତ୍ର ବର୍ଷାକୁ ଖାତିର ନକରି ଶୋଭାଯାତ୍ରା ମଧ୍ୟ ଜାରି ରହିଥିଲା । ପାଖାପାଖି 57ରୁ ଊର୍ଦ୍ଧ୍ବ ମେଢ଼ ଦେବୀ ଗଡା ଠାରେ ବିସର୍ଜନ କରାଯାଇଥିବା ସୂଚନା ରହିଛି । ପାରମ୍ପରିକ ବାଦ୍ୟ ,ଘଣ୍ଟ ଘଣ୍ଟା , ଶଙ୍ଖ ନାଦରେ ଉଠୁଛି ପଡୁଛି କଟକ । କିଭଳି ରହିଥିଲା ଭଷାଣ ଶୋଭାଯାତ୍ରା ସେନେଇ ବକ୍ସିବଜାର ନିକଟରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ...

ଭିଡିଓ ସୌଜନ୍ଯ- ସମ୍ବାଦଦାତା, କଟକ
Last Updated : Oct 10, 2019, 6:31 AM IST

ABOUT THE AUTHOR

...view details