ଓଡିଶା

odisha

ETV Bharat / city

‘ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଆଳୁ, ପିଆଜ, ତେଲ, ଡାଲି‘

କେନ୍ଦ୍ର ସରକରାଙ୍କ ନିଷ୍ପତି ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡିଛି ଆଳୁ, ପିଆଜ, ତେଲ, ଡାଲି ପରି ଖାଦ୍ୟ ସାମଗ୍ରୀ । କିନ୍ତୁ ଏହା ବ୍ୟବସାୟ ଉପରେ ସେଭଳି ବିଶେଷ ପ୍ରଭାବ ପକାଇ ନ ପାରେ ବୋଲି ପ୍ରତିକ୍ରିୟା ରଖିଛି କଟକ ଛତ୍ର ବଜାର ବ୍ୟବସାୟୀ ସଂଘ । ଅଧିକ ପଢନ୍ତୁ..

potatoes-onions-oil-pulses-will-have-no-effect-on-business-dot
potatoes-onions-oil-pulses-will-have-no-effect-on-business-dot

By

Published : Jun 4, 2020, 6:37 PM IST

କଟକ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡିଛି ଆଳୁ, ପିଆଜ, ତେଲ, ଡାଲି ପରି ଖାଦ୍ୟ ସାମଗ୍ରୀ । ଏହା ବ୍ୟବସାୟ ଉପରେ ସେଭଳି ବିଶେଷ ପ୍ରଭାବ ପକାଇ ନ ପାରେ ବୋଲି ପ୍ରତିକ୍ରିୟା ରଖିଛି କଟକ ଛତ୍ର ବଜାର ବ୍ୟବସାୟୀ ସଂଘ ।

‘ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଆଳୁ, ପିଆଜ, ତେଲ, ଡାଲି‘

ସେହିପରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ କିନ୍ତୁ ଏହାର ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ସରକାରଙ୍କୁ ଧ୍ୟାନ ଦେବା ଉଚିତ ବୋଲି କହିଛି କଟକ ବଣିକ ସଙ୍ଘ। ଏହା କୃଷକ ସମାଜକୁ ଲାଭ ଦେବ ବୋଲି ସଙ୍ଘ ପ୍ରତିକ୍ରିୟା ରଖିଛି ତେବେ ରାଜ୍ୟ ସରକାର ଏହା ଉପରେ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଉପରେ ଅନେକ କିଛି ନିର୍ଭର କରିବ ବୋଲି ବ୍ୟବସାୟୀ ମାନେ ମତ ରଖିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details