କଟକ:ପୁଣି ଅଜଣା ଜନ୍ତୁର ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ୪୦ରୁ ଅଧିକ କୁକୁଡା ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ଧାନଘର ସାହିରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଜଣା ଜନ୍ତୁ ଶୁକ୍ରବାର ରାତିରେ କୁକୁଡ଼ା ମାରି ରକ୍ତ ପିଇ ଯାଇଥିଵା ଅଭିଯୋଗ ହୋଇଛି ।
ଫେରିଲା ଅଜଣା ଜନ୍ତୁ ଆତଙ୍କ: ମେଣ୍ଢା ପରେ ଏବେ କୁକୁଡ଼ାଙ୍କ ପାଳି
ପୁଣି ଅଜଣା ଜନ୍ତୁର ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ୪୦ରୁ ଅଧିକ କୁକୁଡା ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ଧାନଘର ସାହିରେ । ଅଧିକ ପଢନ୍ତୁ...
ପୁଣି ଅଜଣା ଜନ୍ତୁ ଆତଙ୍କ , ମେଣ୍ଢା ପରେ ଏବେ କୁକୁଡ଼ାଙ୍କ ପାଳି
ତେବେ ପ୍ରଥମେ ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରୁଥିବା ବେଳେ ଏବେ କୁକୁଡ଼ାଙ୍କୁ ଆକ୍ରମଣ କରୁଛି । ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇପଡିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ