ଓଡିଶା

odisha

ଆଜିଠୁ ହାଇକୋର୍ଟର ପୂଜା ଅବକାଶ, ଅକ୍ଟୋବର ୧୦ରେ ଖୋଲିବ କୋର୍ଟ

By

Published : Oct 1, 2022, 8:39 AM IST

ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି । ଆଜିଠାରୁ ପୂଜା ଅବକାଶ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୦ରେ ହାଇକୋର୍ଟ ଖୋଲିବ । ଅଧିକ ପଢନ୍ତୁ

ଆଜିଠୁ ହାଇକୋର୍ଟର ପୂଜା ଅବକାଶ, ଅକ୍ଟୋବର ୧୦ରେ ଖୋଲିବ କୋର୍ଟ
ଆଜିଠୁ ହାଇକୋର୍ଟର ପୂଜା ଅବକାଶ, ଅକ୍ଟୋବର ୧୦ରେ ଖୋଲିବ କୋର୍ଟ

କଟକ: ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି(Odisha High Court Durga Puja Vacation) । ଅକ୍ଟୋବର ୧ ଅର୍ଥାତ୍ ଆଜିଠାରୁ ପୂଜା ଅବକାଶ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୦ରେ ହାଇକୋର୍ଟ ଖୋଲିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୧, ୬ ଓ ୭ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। ନୂଆ ମାମଲା ଏହି ସବୁ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ ଦାଖଲ କରିହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details